ମୋବାଇଲ ଦୋକାନରୁ ଚୋରି

ଭବାନୀପାଟଣା: ସ୍ଥାନୀୟ ଦୈନିକ ବଜାରରେ ଥିବା ଅଗ୍ରୱାଲ ମୋବାଇଲ ଦୋକାନରୁ ଗତ ରାତିରେ ଚୋରି ହୋଇଛି । ଚୋରମାନେ ସଟର ତାଡି ପ୍ରାୟ ୨୫ଟି ଦାମୀ ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହେଇଛି। ଚୋରି ହେଇଥିବା ମୋବାଇଲର ମୂଲ୍ୟ  ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଦୋକାନୀ ରମେଶ ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ ଏବଂ ବିଶେଷଜ୍ଞ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ତେବେ […]

ମୋବାଇଲ ଦୋକାନରୁ ଚୋରି

ଭବାନୀପାଟଣା: ସ୍ଥାନୀୟ ଦୈନିକ ବଜାରରେ ଥିବା ଅଗ୍ରୱାଲ ମୋବାଇଲ ଦୋକାନରୁ ଗତ ରାତିରେ ଚୋରି ହୋଇଛି । ଚୋରମାନେ ସଟର ତାଡି ପ୍ରାୟ ୨୫ଟି ଦାମୀ ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହେଇଛି। ଚୋରି ହେଇଥିବା ମୋବାଇଲର ମୂଲ୍ୟ  ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଦୋକାନୀ ରମେଶ ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ ଏବଂ ବିଶେଷଜ୍ଞ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୈନିକ ବଜାରର ମୁଖ୍ୟ ରାସ୍ତା ଏବଂ ନୂତନ ଟାଉନ୍ ଥାନାର ଅନତି ଦୂରରେ ଚୋରି ହେବା ଘଟଣା ବ୍ୟବସାୟୀ ମହଲରେ ଆଲୋଡନ ସୃଷ୍ଟି କରିଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୋକିବା ମାତ୍ରେ ହେଲା ଏମିତି

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ