ମୋର ମଙ୍ଗଳ ଦୋଷ ଅଛି, ମୋତେ ଛୁଅନି

ରାଜାଙ୍କୁ ଏଭଳି କିଛି ରାଣ ପକାଇ ଭଣ୍ଡେଇ ଥିଲା ବେୱଫା ସୋନମ। ତାଙ୍କ ହସହସ ମୁହଁ ଆଉ ସରଳ ସ୍ୱଭାବ ଦେଖି ଫସିଯାଇଥିଲେ ରାଜା ରଘୁବଂଶୀ। ମିଛି ମିଛିକା ଉପବାସର ବାହାନା କରିଥିଲା ସୋନମ।

ମୋର ମଙ୍ଗଳ ଦୋଷ ଅଛି, ମୋତେ ଛୁଅନି
Array