ମ୍ୟାଚ୍ ବେଳେ କୂଲଦୀପଙ୍କୁ ଏମିତି କହିଲେ ପନ୍ତ, ଭିଡିଓ ଭାଇରାଲ୍....
ନୂଆଦିଲ୍ଲୀ ୧୦/୦୯: ଦିଲ୍ଲୀପ ଟ୍ରଫି ୨୦୨୪ର ଗୋଟିଏ ମୁକାବିଲାରେ ଇଣ୍ଡିଆ-ବି, ଇଣ୍ଡିଆ-ଏକୁ ୭୬ ରନ୍ରେ ହରାଇଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମୁକାବିଲାରେ ଇଣ୍ଡିଆ-ଏକୁ ୨୭୫ ରନ୍ର ଟାର୍ଗେଟ ମିଳିଥିଲା । କିନ୍ତୁ ଦ୍ୱିତୀୟ ପାଳିରେ ମାତ୍ର ୧୯୮ ରନ୍ କରିଥିଲେ ଦଳ । ଏହି ମୁକାବିଲାର ଶେଷ ଦିନ ଆଉ ଶେଷ ଓଭର ୮ ସେପ୍ଟେମ୍ୱରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ କୂଲଦୀପ ଯାଦବ ଓ ଋଷଭ ପନ୍ତଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । କୂଲଦୀପ ଯାଦବ ଇଣ୍ଡିଆ-ଏ ଏବଂ ଇଣ୍ଡିଆ-ବି ପାଇଁ ଖେଳୁଥିଲେ । ଯେବେ କୂଲଦୀପ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିଲେ । ସେହି ସମୟରେ ଋଷଭ ପନ୍ତ ତାଙ୍କୁ ପ୍ଲିଜ୍ କରିବାକୁ ପ୍ରୟାସ କରିଥିଲେ । ପନ୍ତ କହିଥିଲେ ସବୁ ଫିର୍ଲଡ୍ସ ଆଗକୁ ଆସିଯାଅ । Rishabh : "Sab upar rehna single ke liye sare"Kuldeep : “Me nhi lunga”Rishabh : “Kha le Maa kasam nhi lega” ???????? pic.twitter.com/7fqfMY4wqS— PantMP4. (@indianspirit070) September 8, 2024ଏହି ଶେଷ ବଲରେ ଯେମିତି ଗୋଟିଏ ହେଲେ ବି ରନ୍ ଟିଏ କରାଇ ଦେବାନି । କୂଲଦୀପ କହିଥିଲେ ଯେ ମୁଁ ବି ସିଙ୍ଗଲ ନେବିନି । ଏହା ଜାଣିବା ପରେ ପନ୍ତ କହିଥିଲେ ମା ରାଣ ଖାଇଲୁ କେମିତି ସିଙ୍ଗଲ ନେବୁନି । ରୋଚକ କଥା ହେଉଛି କି, କୂଲଦୀପ ୪୧ ଓଭରର ଶେଷ ବଲରେ ସିଙ୍ଗଲ ନେଇପାରିଲେନି ।
ନୂଆଦିଲ୍ଲୀ ୧୦/୦୯: ଦିଲ୍ଲୀପ ଟ୍ରଫି ୨୦୨୪ର ଗୋଟିଏ ମୁକାବିଲାରେ ଇଣ୍ଡିଆ-ବି, ଇଣ୍ଡିଆ-ଏକୁ ୭୬ ରନ୍ରେ ହରାଇଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମୁକାବିଲାରେ ଇଣ୍ଡିଆ-ଏକୁ ୨୭୫ ରନ୍ର ଟାର୍ଗେଟ ମିଳିଥିଲା । କିନ୍ତୁ ଦ୍ୱିତୀୟ ପାଳିରେ ମାତ୍ର ୧୯୮ ରନ୍ କରିଥିଲେ ଦଳ ।
ଏହି ମୁକାବିଲାର ଶେଷ ଦିନ ଆଉ ଶେଷ ଓଭର ୮ ସେପ୍ଟେମ୍ୱରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ କୂଲଦୀପ ଯାଦବ ଓ ଋଷଭ ପନ୍ତଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । କୂଲଦୀପ ଯାଦବ ଇଣ୍ଡିଆ-ଏ ଏବଂ ଇଣ୍ଡିଆ-ବି ପାଇଁ ଖେଳୁଥିଲେ । ଯେବେ କୂଲଦୀପ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିଲେ । ସେହି ସମୟରେ ଋଷଭ ପନ୍ତ ତାଙ୍କୁ ପ୍ଲିଜ୍ କରିବାକୁ ପ୍ରୟାସ କରିଥିଲେ । ପନ୍ତ କହିଥିଲେ ସବୁ ଫିର୍ଲଡ୍ସ ଆଗକୁ ଆସିଯାଅ ।
Rishabh : "Sab upar rehna single ke liye sare"
Kuldeep : “Me nhi lunga”
Rishabh : “Kha le Maa kasam nhi lega” ???????? pic.twitter.com/7fqfMY4wqS— PantMP4. (@indianspirit070) September 8, 2024
ଏହି ଶେଷ ବଲରେ ଯେମିତି ଗୋଟିଏ ହେଲେ ବି ରନ୍ ଟିଏ କରାଇ ଦେବାନି । କୂଲଦୀପ କହିଥିଲେ ଯେ ମୁଁ ବି ସିଙ୍ଗଲ ନେବିନି । ଏହା ଜାଣିବା ପରେ ପନ୍ତ କହିଥିଲେ ମା ରାଣ ଖାଇଲୁ କେମିତି ସିଙ୍ଗଲ ନେବୁନି । ରୋଚକ କଥା ହେଉଛି କି, କୂଲଦୀପ ୪୧ ଓଭରର ଶେଷ ବଲରେ ସିଙ୍ଗଲ ନେଇପାରିଲେନି ।