'ଯଦି ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି, ତେବେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି'
'ବିଜେଡି ନେତା କହୁଥିଲେ ନବୀନ ବାବୁ ଲୋକଙ୍କ ହୃଦୟରେ ରହିଛନ୍ତି। ଏବେ କାନ୍ଥର ଆବଶ୍ୟକତା ପଡ଼ିଲାଣି'
'ବିଜେଡି ନେତା କହୁଥିଲେ ନବୀନ ବାବୁ ଲୋକଙ୍କ ହୃଦୟରେ ରହିଛନ୍ତି। ଏବେ କାନ୍ଥର ଆବଶ୍ୟକତା ପଡ଼ିଲାଣି। କାନ୍ଥରେ ଶଙ୍ଖ ଚିହ୍ନ ମାରୁଛନ୍ତି। ଯେଉଁ ପ୍ରକାରରେ ଟଙ୍କା ଶ୍ରାଦ୍ଧ କରୁଛନ୍ତି ତା'ର ଆବଶ୍ୟକତା କ'ଣ ? ଯଦି ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି, ତେବେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି।' କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।