ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ
ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଦାନ୍ତେଓ୍ବାଡା ଜିଲ୍ଲା ନାରାୟଣପୁରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ... The post ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ appeared first on .
ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଦାନ୍ତେଓ୍ବାଡା ଜିଲ୍ଲା ନାରାୟଣପୁରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଡିଆରଜି ଏସଟିଏଫ ଓ ଆଇଟିବିପି ଯବାନଙ୍କ ମିଳିତ ଅପରେଶନରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଦିନ ହେଲା ଜାରି ରହିଛି ଗୁଳି ବିନିମୟ। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।
The post ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ appeared first on .