ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ !

ଯୁବତୀ ସ୍ଥାନୀୟ ବାନ୍ଧବୀଙ୍କ ସହ ବୁଲିବାକୁ ଆସିଥିଲେ । ବିରଜା ମନ୍ଦିର ଦର୍ଶନ ସାରି ଫେରିବା ବେଳେ ଅଘଟଣ ଘଟିଛି ।

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ !
Array