ଯାଜପୁରରେ ରଜ ପର୍ବରେ ଭୋଜି ମନା

ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା। ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେବା ସହ ସ୍ବାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି।

ଯାଜପୁରରେ ରଜ ପର୍ବରେ ଭୋଜି ମନା
Array