ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର
ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ। ନିଜଆଡୁ ମାମଲା ସହ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ପୋଲିସ ଅଟକ ରଖିଛି। ସୂଚନାଯୋଗ୍ୟ, କଟକ ଜିଲା ସାଲେପୁରର ରାଇସୁଙ୍ଗୁଡ଼ା ଶନି ପଡ଼ିଆରେ ଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ ହୋଇଥିଲା। ଦର୍ଶକମାନେ ପ୍ରବେଶ କରୁଥିବା ବେଳେ ଏଣ୍ଟ୍ରି ଗେଟ୍ ଭୁଶୁଡ଼ିଥିଲା। ୩୦ ଆହତଙ୍କ ମଧ୍ୟରୁ ୬ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। The post ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର appeared first on Dharitri Odia News.
ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ। ନିଜଆଡୁ ମାମଲା ସହ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ପୋଲିସ ଅଟକ ରଖିଛି।
ସୂଚନାଯୋଗ୍ୟ, କଟକ ଜିଲା ସାଲେପୁରର ରାଇସୁଙ୍ଗୁଡ଼ା ଶନି ପଡ଼ିଆରେ ଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ ହୋଇଥିଲା। ଦର୍ଶକମାନେ ପ୍ରବେଶ କରୁଥିବା ବେଳେ ଏଣ୍ଟ୍ରି ଗେଟ୍ ଭୁଶୁଡ଼ିଥିଲା। ୩୦ ଆହତଙ୍କ ମଧ୍ୟରୁ ୬ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
The post ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର appeared first on Dharitri Odia News.