ଯୁକ୍ତ ଦୁଇ କଟ୍ ଅଫ୍: ଜାଣନ୍ତୁ ଶୀର୍ଷରେ ରହିଛି କେଉଁ କଲେଜ୍
ଭୁବନେଶ୍ୱର,୨୦।୭: ଯୁକ୍ତ ଦୁଇ ୨୨୦୨୪ ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ […] The post ଯୁକ୍ତ ଦୁଇ କଟ୍ ଅଫ୍: ଜାଣନ୍ତୁ ଶୀର୍ଷରେ ରହିଛି କେଉଁ କଲେଜ୍ appeared first on Dharitri Odia News.
ଭୁବନେଶ୍ୱର,୨୦।୭: ଯୁକ୍ତ ଦୁଇ ୨୨୦୨୪ ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି।
ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ କଟ ଅଫ୍ ତାଲିକାରେ ରହିଛି। ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ।
The post ଯୁକ୍ତ ଦୁଇ କଟ୍ ଅଫ୍: ଜାଣନ୍ତୁ ଶୀର୍ଷରେ ରହିଛି କେଉଁ କଲେଜ୍ appeared first on Dharitri Odia News.