ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର
କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ସଞ୍ଜୀବ କୁମାର ବାରିକ ଓଡ଼ିଶା ସୂଚନା ସେବା କ୍ୟାଡରରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି। ସୂଚନାଯୋଗ୍ୟ, ଉପନିର୍ଦ୍ଦେଶକ ଭାବେ ସଞ୍ଜୀବ ବର୍ତ୍ତମାନ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ପଦୋନ୍ନତି ପରେ ମଧ୍ୟ ଏହି ସମ୍ମାନଜନକ ପଦବୀରେ ପୂର୍ବପରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ […] The post ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର appeared first on Dharitri Odia News.
କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ସଞ୍ଜୀବ କୁମାର ବାରିକ ଓଡ଼ିଶା ସୂଚନା ସେବା କ୍ୟାଡରରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି।
ସୂଚନାଯୋଗ୍ୟ, ଉପନିର୍ଦ୍ଦେଶକ ଭାବେ ସଞ୍ଜୀବ ବର୍ତ୍ତମାନ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ପଦୋନ୍ନତି ପରେ ମଧ୍ୟ ଏହି ସମ୍ମାନଜନକ ପଦବୀରେ ପୂର୍ବପରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି। ତାଙ୍କର ଏହି ପଦୋନ୍ନତି ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।
The post ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର appeared first on Dharitri Odia News.