ଯୁବକକୁ ଟାଣିନେଲା କୁମ୍ଭୀର, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
ରାଜନଗର ୦୮/୦୩: କିଛିଦିନର ନୀରବତା ପରେ ପୁଣି ମାତିଲା ମଣିଷଖିଆ କୁମ୍ଭୀର । ଯୁବକକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଅଘଟଣ । ରାଜନଗରର ଚାନ୍ଦିବାଉଁଶମୂଳ ପଞ୍ଚାୟତର ଦକ୍ଷିଣବେଢାରୁ ଯୁବକ ଟାଣିନେଇଛି କୁମ୍ଭୀର । ଯୁବକ ଜଣଙ୍କ ହେଉଛି ବାଇଧର ମଲ୍ଲିକ ହୋଇଥିବା ସୂଚନା । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି କରୁଛନ୍ତି । ବ୍ରାହ୍ମଣୀ ନଦୀର ଶାଖା ଅଂଚୁପା ନାଳରେ ଏଭଳି ଘଟଣା ଘଟିଛି । ସେପଟେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । You can also read...ବୁଲେଟରେ ଯାଉଥିଲେ ମହିପୁର, ଷଣ୍ଡ ଧକ୍କାରେ ଚାଲିଗଲା ଜୀବନ
ରାଜନଗର ୦୮/୦୩: କିଛିଦିନର ନୀରବତା ପରେ ପୁଣି ମାତିଲା ମଣିଷଖିଆ କୁମ୍ଭୀର । ଯୁବକକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଅଘଟଣ ।
ରାଜନଗରର ଚାନ୍ଦିବାଉଁଶମୂଳ ପଞ୍ଚାୟତର ଦକ୍ଷିଣବେଢାରୁ ଯୁବକ ଟାଣିନେଇଛି କୁମ୍ଭୀର । ଯୁବକ ଜଣଙ୍କ ହେଉଛି ବାଇଧର ମଲ୍ଲିକ ହୋଇଥିବା ସୂଚନା । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି କରୁଛନ୍ତି । ବ୍ରାହ୍ମଣୀ ନଦୀର ଶାଖା ଅଂଚୁପା ନାଳରେ ଏଭଳି ଘଟଣା ଘଟିଛି । ସେପଟେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
You can also read...