ଯୁବତୀଙ୍କ ମୁଣ୍ଡରୁ ପୁଣି ବାହାରିଲା ୭ ଛୁଞ୍ଚି, ଭୀମସାରରେ ହେଲା ସ୍ୱତନ୍ତ୍ର ଅପରେସନ
ସମ୍ବଲପୁର ୨୦/୦୭: ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା । ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି । ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି । ଆଜି ୭ଟି ଛୁଞ୍ଚିିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି । ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲାା । ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି । ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଅନ୍ୟ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି ।
ସମ୍ବଲପୁର ୨୦/୦୭: ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା । ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି । ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି । ଆଜି ୭ଟି ଛୁଞ୍ଚିିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି ।
ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲାା । ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି । ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଅନ୍ୟ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି ।