"ଯେଉଁ ଶ୍ରମିକ ମୃତାହତ ହୋଇଛନ୍ତି କିମ୍ବା ଆହତ ହୋଇଛନ୍ତି ତାଙ୍କୁ ଅଫିସ ତରଫରୁ କ୍ଷତିପୂରଣ ରାଶି ଯୋଗାଇଦିଆଯିବ"
ଭୁବନେଶ୍ୱର ଲିଙ୍ଗରାଜ ବିହାରରେ ଘର ଭୁଶୁଡିବା ଘଟଣାରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ଉଦ୍ଧାର ଚାଲିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜଏଣ୍ଟ ଲେବର କମିଶନର | ଘଟଣାର ତଦନ୍ତ କରି କହିଲେ ଏଭଳି କିଛି | Odisha Bhaskar is o
ଭୁବନେଶ୍ୱର ଲିଙ୍ଗରାଜ ବିହାରରେ ଘର ଭୁଶୁଡିବା ଘଟଣାରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ଉଦ୍ଧାର ଚାଲିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜଏଣ୍ଟ ଲେବର କମିଶନର | ଘଟଣାର ତଦନ୍ତ କରି କହିଲେ ଏଭଳି କିଛି |
Odisha Bhaskar is o