ଯୋଗୀ ଆଦିତ୍ୟନାଥଙ୍କ ସମେତ ୫୪ କ୍ୟାବିନେଟ୍‌ ମନ୍ତ୍ରୀ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୫୪ ଜଣ ମନ୍ତ୍ରୀ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ଆଜି ପବିତ୍ର ବୁଡ଼ ପକାଇଛନ୍ତି। ପ୍ରୟାଗରାଜରେ କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଥିବ‌ାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଶାହି ସ୍ନାନ କରିଛନ୍ତି। ସେମାନେ ସ୍ନାନ କରିବା ସମୟ‌ରେ ପରସ୍ପର ପରସ୍ପର ଉପରକୁ ପାଣି ପକାଇ ଏକ ମଜାଦାର ମୁହୁର୍ତ୍ତ ସୃଷ୍ଟି କରିଥିଲେ। […]

ଯୋଗୀ ଆଦିତ୍ୟନାଥଙ୍କ ସମେତ ୫୪ କ୍ୟାବିନେଟ୍‌ ମନ୍ତ୍ରୀ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୫୪ ଜଣ ମନ୍ତ୍ରୀ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ଆଜି ପବିତ୍ର ବୁଡ଼ ପକାଇଛନ୍ତି। ପ୍ରୟାଗରାଜରେ କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଥିବ‌ାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଶାହି ସ୍ନାନ କରିଛନ୍ତି। ସେମାନେ ସ୍ନାନ କରିବା ସମୟ‌ରେ ପରସ୍ପର ପରସ୍ପର ଉପରକୁ ପାଣି ପକାଇ ଏକ ମଜାଦାର ମୁହୁର୍ତ୍ତ ସୃଷ୍ଟି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଜି ପ୍ରୟାଗରାଜରେ ଯୋଗୀ କ୍ୟାବିନେଟର ସ୍ବତନ୍ତ୍ର ବୈଠକ ଅଛି ଏବଂ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ଅଛି।