ଯୋଗ ଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ପରଲୋକ

ବିଶିଷ୍ଟ ଯୋଗ ଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ପରଲୋକ। ଉତ୍ତର ପ୍ରଦେଶ ବାରଣାସୀରେ ୧୨୮ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଯୋଗ ଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ପରଲୋକ
Array