ଯୋଜନା ହାଇଜାକ୍‌ କରୁଛି ବିଜେଡି, ନେତାଙ୍କୁ ହାଇଜାକ୍‌ କରୁଛି କଂଗ୍ରେସ !

ବିଧାୟକ ରମେଶ ଜେନାଙ୍କ ହୋର୍ଡିଂରେ ଏତେ ବଡ଼ ତ୍ରୁଟି ହେଲା କିପରି ?

ଯୋଜନା ହାଇଜାକ୍‌ କରୁଛି ବିଜେଡି, ନେତାଙ୍କୁ ହାଇଜାକ୍‌ କରୁଛି କଂଗ୍ରେସ !

କେନ୍ଦ୍ର ସରକାରଙ୍କର ଜଣେ ଜଣାଶୁଣା କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଦେଖି ଲୋକେ ବି ତାଜୁବ। ବିଜେପି ଯୁବ ନେତା କହିଲେ, ଆମ ଯୋଜନା ହାଇଜାକ କରୁଛି ବିଜେଡି। ନେତାଙ୍କୁ ହାଇଜାକ କରିବାକୁ ଚେଷ୍ଟା କରୁଛି କଂଗ୍ରେସ। ବିଧାୟକ ରମେଶ ଜେନାଙ୍କ ହୋର୍ଡିଂରେ ଏତେ ବଡ଼ ତ୍ରୁଟି ହେଲା କିପରି ? ଦେଖନ୍ତୁ ପୂରା ରିପୋର୍ଟ।