ଯୌତୁକ ପାଇଁ ବୋହୂକୁ ହତ୍ୟା ||Daughter-in-law killed for dowry || BADAKHABAR TV
#ଯୌତୁକ_ପାଇଁ_ବୋହୂକୁ_ହତ୍ୟା ହତ୍ୟା କଲେ ପରିବାର ଲୋକ...ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ନେଇନାବନ୍ଧ ଗାଁ ରେ...ଝିଅକୁ ପିଟିପିଟି ମାରିଦେଇଥିବା ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ.
#ଯୌତୁକ_ପାଇଁ_ବୋହୂକୁ_ହତ୍ୟା
ହତ୍ୟା କଲେ ପରିବାର ଲୋକ...ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ନେଇନାବନ୍ଧ ଗାଁ ରେ...ଝିଅକୁ ପିଟିପିଟି ମାରିଦେଇଥିବା ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ.