ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ

କେଉଁଠି ପରକୀୟା ପ୍ରୀତି, ତ କେଉଁଠି ସଂପତ୍ତି ବିବାଦରୁ ହତ୍ୟା। ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ, ପରିବାର ଭିତରେ ଘଟୁଛି ଅପରାଧ। ତୀବ୍ର ଅପରାଧପ୍ରବଣତାକୁ ନେଇ ସବୁଠି ଏବେ ଉଦବେଗ। ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ସାମାଜିକ କର୍ମୀଙ୍କ ମତ। ‘ଏକାନ୍ନବର୍ତ୍ତୀ ପରିବାର ପାଇଁ ବେଶି ବିଗୁଡୁଛି ସ୍ଥିତି’

ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ
Array