ରଜରେ ଘଟିଗଲା ବଡ ଅଘଟଣ, ସାମାନ୍ୟ ମୋବାଇଲ ପାଇଁ ଝଗଡା କରି ଯୁବକଙ୍କ ନେଇଗଲେ ଜୀବନ...

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଥାନାରେ ଅଟକ ରଖିଛି ଏବଂ ଶ-ବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। Odisha Bhaskar