ରଞ୍ଜିଆ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହେଲେ ପଦ୍ମ ଚରଣ

ଠାକୁରମୁଣ୍ଡା: କେନ୍ଦୁଝର ଲୋକସଭା କ୍ଷେତ୍ରର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀଟି ଆଦିବାସୀ ସଂରକ୍ଷିତ ଆସନ। ଏହି ଆସନ ପାଇଁ ବିଜେପି ପକ୍ଷରୁ ପାର୍ଥୀ ଭାବେ ପଦ୍ମ ଚରଣ ହାଇବୁରୁଙ୍କ ନାମ ଘୋଷଣା କରାଯାଇଛି। ଏଥିଲାଗି ସେ କେନ୍ଦ୍ର ଏବଂ ରାଜ୍ୟ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଜିଲ୍ଲା ନେତୃ ମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି।