ରତ୍ନଗିରିରେ ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୋନମ ଲାମା: ବୁଲିଦେଖିଲେ ଐତିହାସିକ କୀର୍ତ୍ତିରାଜି
ବରୀ,୧୨।୧(ମହେନ୍ଦ୍ର ସ୍ବାଇଁ): ଯାଯପୁର ଜିଲା ବୌଦ୍ଧ ପୀଠ ରତ୍ନଗିରି, ଐତିହାସିକ କୀର୍ତ୍ତିରାଜି ପାଇଁ ଏହି ପୀଠ ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ପ୍ରବାସୀ ଭାରତୀୟଙ୍କ ଏହି ପୀଠକୁ ଆଗମନ ପରେ ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୋନମ ଲାମାଙ୍କ ସହିତ ଅନ୍ୟ ବୌଦ୍ଧଧର୍ମାବଲମ୍ବୀ ରତ୍ନଗିରିରେ ପହଞ୍ଚିବାବାପରେ ବରୀ ତହସିଲ ପ୍ରଶାସନ, ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ବତନ୍ତ୍ର ସୁରକ୍ଷା ବଳୟ ଭିତରେ ଏହି ବୌଦ୍ଧ ପୀଠରୁ ସୱାଗତ ସମ୍ଭର୍ଦ୍ଧିତ କରାଯାଇଥିଲା। […] The post ରତ୍ନଗିରିରେ ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୋନମ ଲାମା: ବୁଲିଦେଖିଲେ ଐତିହାସିକ କୀର୍ତ୍ତିରାଜି appeared first on Dharitri Odia News.
ବରୀ,୧୨।୧(ମହେନ୍ଦ୍ର ସ୍ବାଇଁ): ଯାଯପୁର ଜିଲା ବୌଦ୍ଧ ପୀଠ ରତ୍ନଗିରି, ଐତିହାସିକ କୀର୍ତ୍ତିରାଜି ପାଇଁ ଏହି ପୀଠ ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ପ୍ରବାସୀ ଭାରତୀୟଙ୍କ ଏହି ପୀଠକୁ ଆଗମନ ପରେ ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୋନମ ଲାମାଙ୍କ ସହିତ ଅନ୍ୟ ବୌଦ୍ଧଧର୍ମାବଲମ୍ବୀ ରତ୍ନଗିରିରେ ପହଞ୍ଚିବାବାପରେ ବରୀ ତହସିଲ ପ୍ରଶାସନ, ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ବତନ୍ତ୍ର ସୁରକ୍ଷା ବଳୟ ଭିତରେ ଏହି ବୌଦ୍ଧ ପୀଠରୁ ସୱାଗତ ସମ୍ଭର୍ଦ୍ଧିତ କରାଯାଇଥିଲା। ବିଶେଷକରି ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ପ୍ରଶାସନ ତରଫରୁ ତତ୍ପରତା ଥିବାବେଳେ ବରୀ ରାମଚନ୍ଦ୍ରପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରିଣୀ ଜ୍ୟୋର୍ତିମୟୀ ସେଠି ଆଇନ ଶୃଙ୍ଖଳା ରଖିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ।
The post ରତ୍ନଗିରିରେ ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୋନମ ଲାମା: ବୁଲିଦେଖିଲେ ଐତିହାସିକ କୀର୍ତ୍ତିରାଜି appeared first on Dharitri Odia News.