ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ…

ଭୁବନେଶ୍ୱର/ପୁରୀ,୧ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ସରକାର ଚିଠି ଲେଖିଛନ୍ତି। ଏହା ପରେ RBI ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାଁ ଦେଇଛି। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। ଏହି କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ। […] The post ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ… appeared first on Dharitri Odia News.

ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ…

ଭୁବନେଶ୍ୱର/ପୁରୀ,୧ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ସରକାର ଚିଠି ଲେଖିଛନ୍ତି।
ଏହା ପରେ RBI ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାଁ ଦେଇଛି।

ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। ଏହି କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ। ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।

The post ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ… appeared first on Dharitri Odia News.