ରବିବାର କଟକ ଯିବେ ଜୟଶଙ୍କର, ବୁଦ୍ଧିଜୀବୀଙ୍କ ସହ କରିବେ ଆଲୋଚନା

କଟକ ୦୫।୦୫ : ଓଡିଶା କଟକରେ ଆଜି ବୈଦେଶିକ ଵ୍ୟାପାର ମନ୍ତ୍ରୀ ତଥା ଵିଜେପି ନେତା ଏସ୍ ଜୟଶଙ୍କର ।କଟକରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ପୂର୍ବାହ୍ନ ୧୧ଟାରେ ଜୟଶଙ୍କର କଟକରେ ପହଞ୍ଚି ସହରର ବୁଦ୍ଧିଜୀବୀ ମାନଙ୍କ ସହ ମୋଦି ସରକାରଙ୍କ ଆଭିମୁଖ୍ୟ ଓ ସ୍ବପ୍ନ ସମ୍ପର୍କରେ ନିଜର ମତ ରଖିବେ।ତେବେ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ପ୍ରାୟ ପାଞ୍ଚ ଶହ ବୁଦ୍ଧିଜୀବୀ ଯୋଗ ଦେବାର ଯୋଜନା ରହିଛି। ଜୟଶଙ୍କରଙ୍କ ସହ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟର ଅନ୍ୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ଶିବିର ବେଶ୍‌ ଚଳଚଞ୍ଚଳ ହୋଇପଡିଛି । 

ରବିବାର କଟକ ଯିବେ ଜୟଶଙ୍କର, ବୁଦ୍ଧିଜୀବୀଙ୍କ ସହ କରିବେ ଆଲୋଚନା

କଟକ ୦୫।୦୫ : ଓଡିଶା କଟକରେ ଆଜି ବୈଦେଶିକ ଵ୍ୟାପାର ମନ୍ତ୍ରୀ ତଥା ଵିଜେପି ନେତା ଏସ୍ ଜୟଶଙ୍କର ।କଟକରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ପୂର୍ବାହ୍ନ ୧୧ଟାରେ ଜୟଶଙ୍କର କଟକରେ ପହଞ୍ଚି ସହରର ବୁଦ୍ଧିଜୀବୀ ମାନଙ୍କ ସହ ମୋଦି ସରକାରଙ୍କ ଆଭିମୁଖ୍ୟ ଓ ସ୍ବପ୍ନ ସମ୍ପର୍କରେ ନିଜର ମତ ରଖିବେ।

ତେବେ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ପ୍ରାୟ ପାଞ୍ଚ ଶହ ବୁଦ୍ଧିଜୀବୀ ଯୋଗ ଦେବାର ଯୋଜନା ରହିଛି। ଜୟଶଙ୍କରଙ୍କ ସହ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟର ଅନ୍ୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ଶିବିର ବେଶ୍‌ ଚଳଚଞ୍ଚଳ ହୋଇପଡିଛି ।