ରମଜାନ ସମୟରେ ଶୀଘ୍ର ଘରକୁ ଯାଇପାରିବେ
ହାଇଦ୍ରାବାଦ: ରମଜାନ ସମୟରେ ଶୀଘ୍ର ଘରକୁ ଯାଇପାରିବ କର୍ମଚାରୀ। ଏନେଇ ତେଲେଙ୍ଗାନା ସରକାର ବଡ଼ ଘୋଷଣା କରିଛନ୍ତି। ସମ୍ପ୍ରଦାୟର ଲୋକମାନେ ରମଜାନ ସମୟରେ ନିଜ କାର୍ଯ୍ୟକ୍ଷେତ୍ରରୁ ଶୀଘ୍ର ଘରକୁ ଯାଇପାରିବେ। ଏହି ନୂଆ ନିୟମ ଆସନ୍ତା ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।ଏନେଇ ତେଲେଙ୍ଗାନାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଦ୍ୱାରା ରମଜାନ ମାସରେ ଉପବାସ କରୁଥିବା ମୁସଲିମ୍ କର୍ମଚାରୀମାନଙ୍କୁ ସୁବିଧା ହେବ। The post ରମଜାନ ସମୟରେ ଶୀଘ୍ର ଘରକୁ ଯାଇପାରିବେ appeared first on Odisha.News.
ହାଇଦ୍ରାବାଦ: ରମଜାନ ସମୟରେ ଶୀଘ୍ର ଘରକୁ ଯାଇପାରିବ କର୍ମଚାରୀ। ଏନେଇ ତେଲେଙ୍ଗାନା ସରକାର ବଡ଼ ଘୋଷଣା କରିଛନ୍ତି। ସମ୍ପ୍ରଦାୟର ଲୋକମାନେ ରମଜାନ ସମୟରେ ନିଜ କାର୍ଯ୍ୟକ୍ଷେତ୍ରରୁ ଶୀଘ୍ର ଘରକୁ ଯାଇପାରିବେ। ଏହି ନୂଆ ନିୟମ ଆସନ୍ତା ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।ଏନେଇ ତେଲେଙ୍ଗାନାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଦ୍ୱାରା ରମଜାନ ମାସରେ ଉପବାସ କରୁଥିବା ମୁସଲିମ୍ କର୍ମଚାରୀମାନଙ୍କୁ ସୁବିଧା ହେବ।
The post ରମଜାନ ସମୟରେ ଶୀଘ୍ର ଘରକୁ ଯାଇପାରିବେ appeared first on Odisha.News.