ରଶ୍ମିକାଙ୍କ ଉପହାର
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପୁଷ୍ପା ୨:ଦ ରୁଲରେ ଶ୍ରୀବଲ୍ଲୀ ଭୂମିକାରେ ରଶ୍ମିକା ନଜର ଆସିବେ। Wishing the ????????????????????????'???? ???????????????????????????????????????? 'Srivalli' aka @iamRashmika a very Happy Birthday ????????#Pushpa2TheRuleTeaser on […] The post ରଶ୍ମିକାଙ୍କ ଉପହାର appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପୁଷ୍ପା ୨:ଦ ରୁଲରେ ଶ୍ରୀବଲ୍ଲୀ ଭୂମିକାରେ ରଶ୍ମିକା ନଜର ଆସିବେ।
Wishing the ????????????????????????'???? ???????????????????????????????????????? 'Srivalli' aka @iamRashmika a very Happy Birthday
#Pushpa2TheRuleTeaser on April 8th
#PushpaMassJaathara
#Pushpa2TheRule Grand Release Worldwide on 15th AUG 2024.
Icon Star @alluarjun @aryasukku #FahadhFaasil… pic.twitter.com/AnsbEXZqJT
— Pushpa (@PushpaMovie) April 5, 2024
ଶେୟାର କରାଯାଇଥିବା ପୋଷ୍ଟରେ ଅଭିନେତ୍ରୀ ଖୁବ ସୁନ୍ଦର ଲାଗୁଛନ୍ତି। ଗ୍ରୀନ କଲର ଶାଢିରେ ସେ ଖୁବ ଗର୍ଜିୟସ ଲାଗୁଛନ୍ତି। ମଥାରେ ଲାଲ କୁମକୁମ, ଆଖିରେ କଜଳ ଓ ଗହଣା ସହ ଶ୍ରୀବଲ୍ଲୀ ଚରିତ୍ର ଖୁବ ଆକର୍ଷିତ କରୁଛି ଦର୍ଶକଙ୍କୁ। ତାଙ୍କର ଏହି ଫାଷ୍ଟ ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ‘ପୁଷ୍ପା ୨:ଦ ରୁଲ’ ପୂର୍ବରୁ ରିଲଜ ହୋଇଥିବା ମୁଭି ‘ପୁଷ୍ପା: ଦ ରାଇଜ’ର ସିକ୍ୱେଲ। ଫିଲ୍ମରେ ଆଲୁ ଅର୍ଜୁନ ମୁଖ୍ୟ ଭୂମିକାରେ ଆସିବେ। ଏପଟେ ରଶ୍ମିକା ଆଲୁ ଅର୍ଜୁନଙ୍କ ଅପୋଜିଟରେ ନଜର ଆସିବେ। ଏଥିରେ ଫହଦ ଫାସିଲ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଶ୍ରୀବଲ୍ଲିଙ୍କ ଲୁକ ଆସିବା ପୂର୍ବରୁ ମେକର୍ସ ଫିଲ୍ମର ଟିଜର ରିଲିଜ ଡେଟ ଘୋଷଣା କରିଥିଲେ, ଯାହାକି ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅର୍ଥାତ୍ ୮ ଏପ୍ରିଲ ୨୦୨୪ରେ ରିଲିଜ ହେବ।
The post ରଶ୍ମିକାଙ୍କ ଉପହାର appeared first on Dharitri Odia News.


