ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ରାଉରକେଲା ୨୦।୪: ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ I ଛତ୍ରଭଙ୍ଗ ଦେଲେ ମାଓବାଦୀ I ରାଉରକେଲା ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ ହୋଇଛି ।କେରାବୀର ଜଙ୍ଗଲରେ ଥିବା ମାଓବାଦୀମାନେ ଟାର୍ଗେଟ୍ କରିଥିଲେ କମ୍ବିଂ କରୁଥିବା ସୁରକ୍ଷାକର୍ମୀଙ୍କୁ । ହେଲେ ନିଜେ ହୋଇଗଲେ ଶୀକାର । ସିଆରପିଏଫ ସହ କୋବ୍ରା ବାହିନୀ ମିଳିତ ଭାବରେ ଅପରେସନ କରିଥିଲେ । ଫଳରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ମାଓ କ୍ୟାମ୍ପ୍‌ରୁ ଏସଆଲର ବନ୍ଦୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗଦ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।You Can Read : ଗାଡ଼ି ରଖି ଦେଖୁଥିଲେ ନଦୀ, ବାଇକ୍‌କୁ ପଛପଟୁ ଘୋଷାଡିନେଲା ଆମ୍ୱୁଲାନ୍ସ

ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ରାଉରକେଲା ୨୦।୪: ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ I ଛତ୍ରଭଙ୍ଗ ଦେଲେ ମାଓବାଦୀ I ରାଉରକେଲା ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ ହୋଇଛି ।

କେରାବୀର ଜଙ୍ଗଲରେ ଥିବା ମାଓବାଦୀମାନେ ଟାର୍ଗେଟ୍ କରିଥିଲେ କମ୍ବିଂ କରୁଥିବା ସୁରକ୍ଷାକର୍ମୀଙ୍କୁ । ହେଲେ ନିଜେ ହୋଇଗଲେ ଶୀକାର । ସିଆରପିଏଫ ସହ କୋବ୍ରା ବାହିନୀ ମିଳିତ ଭାବରେ ଅପରେସନ କରିଥିଲେ । ଫଳରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ମାଓ କ୍ୟାମ୍ପ୍‌ରୁ ଏସଆଲର ବନ୍ଦୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗଦ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

You Can Read : 

ଗାଡ଼ି ରଖି ଦେଖୁଥିଲେ ନଦୀ, ବାଇକ୍‌କୁ ପଛପଟୁ ଘୋଷାଡିନେଲା ଆମ୍ୱୁଲାନ୍ସ