ରାଗିଗଲା ହାତୀ, ଗୋଡ଼ରେ ଦଳିଲା ବାଇକ୍

ଘଟଗାଁ : ରାଗିଗଲା ହାତୀ। ଗୋଡ଼ରେ ଦଳିଦେଲା ବାଇକ୍ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଟଭାସରୁଆ ଗାଁ ନିକଟରେ ଦନ୍ତା ହାତୀର ତାଣ୍ଡବ । ରାସ୍ତାରେ ଥିବା ବାଇକଟିକୁ ଗୋଡ଼ରେ ଦଳି ମକଚି ଦେବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଏବେ ଫୋନରୁ ଫୋନ ଘୁରି ବୁଲୁଛି । ହାତୀଟି ଗାଁ ନିକଟକୁ ଚାଲି ଆସିଥିବା ବେଳେ ଡରିଯାଇ ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ଗାଁ ଲୋକ । ଫଳରେ ହାତୀଟି ରାଗିଯାଇ ବାଇକକୁ ଫୁଟବଲ […] The post ରାଗିଗଲା ହାତୀ, ଗୋଡ଼ରେ ଦଳିଲା ବାଇକ୍ appeared first on KNews Odisha.

ରାଗିଗଲା ହାତୀ, ଗୋଡ଼ରେ ଦଳିଲା ବାଇକ୍
elephant

ଘଟଗାଁ : ରାଗିଗଲା ହାତୀ। ଗୋଡ଼ରେ ଦଳିଦେଲା ବାଇକ୍ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଟଭାସରୁଆ ଗାଁ ନିକଟରେ ଦନ୍ତା ହାତୀର ତାଣ୍ଡବ । ରାସ୍ତାରେ ଥିବା ବାଇକଟିକୁ ଗୋଡ଼ରେ ଦଳି ମକଚି ଦେବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଏବେ ଫୋନରୁ ଫୋନ ଘୁରି ବୁଲୁଛି । ହାତୀଟି ଗାଁ ନିକଟକୁ ଚାଲି ଆସିଥିବା ବେଳେ ଡରିଯାଇ ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ଗାଁ ଲୋକ । ଫଳରେ ହାତୀଟି ରାଗିଯାଇ ବାଇକକୁ ଫୁଟବଲ ପରି ଫୋପାଡି ଦଳିବାକୁ ଉଦ୍ୟମ କରୁଥିବାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

The post ରାଗିଗଲା ହାତୀ, ଗୋଡ଼ରେ ଦଳିଲା ବାଇକ୍ appeared first on KNews Odisha.