ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ: ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ଅଭିଯୋଗ । ଏନେଇ ଚନ୍ଦକା ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର ଲୋକ । ସେପଟେ ସିସିଟିଭି ଭିଡିଓ ଆଧାରରେ ତଦନ୍ତ ଜାରି ରହିଛି । The post ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ: ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ first appeared on Kanak News.

ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ: ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ଅଭିଯୋଗ । ଏନେଇ ଚନ୍ଦକା ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର ଲୋକ । ସେପଟେ ସିସିଟିଭି ଭିଡିଓ ଆଧାରରେ ତଦନ୍ତ ଜାରି ରହିଛି ।

The post ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ: ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ first appeared on Kanak News.