ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ। କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ମାଡିବସିଲା ପୁଲିସ ଟିମ।

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ
Array