ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ?

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ? ଯେଉଁଠି ମାଳ ମାଳ ଲେଡିଜ୍ ହଷ୍ଟେଲ, ସେଇଠି ବେଶି ମିଳୁଛି ଅନୱାଣ୍ଟେଡ୍ କିଟ୍ ! ଭୁବନେଶ୍ବର ନୟାପଲ୍ଲୀର N-1 ଅଞ୍ଚଳରେ ବେଆଇନ୍ ଭାବେ ଗର୍ଭପାତ କିଟ୍ ବିକ୍ରିର ଅଭିଯୋଗ ପରେ ଧରପଗଡ଼।

ରାଜଧାନୀରେ ଚାଲିଛି କି ବେଆଇନ ଗର୍ଭପାତ ?
Array