ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର, ଛକ ଛକରେ ପୋଲିସର ଯାଞ୍ଚ
ଭୁବନେଶ୍ୱର ୦୭।୦୩ : ରାଜଧାନୀରେ ବ୍ଲକିଂ ଆଉ ଚେକିଂକୁ କରାଯାଇଛି ଜୋରଦାର । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି ଅଟକାଇ ଚାଳକଙ୍କ ଗାଡି ଯାଞ୍ଚ କରାଯାଇଛି। ଏଥିସହିତ ଗାଡି ଚାଳକ ମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି । {"id":917995,"sizeSlug":"large","linkDestination":"none"} ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଝାରପଡା ଗୋଲେଇ ଛକ , କଳ୍ପନା ଛକ , ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତା, ପଟିଆ ଛକ ଓ ସୁନ୍ଦରପଦା ଛକରେ ବ୍ଲକିଂ ଚେକିଂକୁ ଜୋରଦାର କରାଯାଇଛି । ସେହିଭଳି କ୍ୟାପିଟାଲ , ଲିଙ୍ଗରାଜ, ଖଣ୍ଡଗିରି ,ଏୟାରଫିଲଡ ଥାନା ଅଧୀନରେ ଥିବା ବିଭିନ୍ନ ଛକରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । {"id":917996,"sizeSlug":"full","linkDestination":"none"} ରାଜଧାନୀର ମୋଟ ୫୪ଟି ଛକରେ ପୋଲିସ ମୁତୟନ କରାଯାଇ ବୁକିଂ ଓ ଚେକିଂ କରାଯାଇଛି । ଏହି ବୁକିଂ-ଚେକିଂ ସମୟରେ ବିଭିନ୍ନ ଥାନାର ୫୪ ଅଫିସର ପ୍ରତି ଜୋନ ଏସିପି ଓ ଥାନା ଅଧିକାରୀଙ୍କ ସମେତ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ରାଜଧାନୀରେ ଲୋକମାନଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ । wp:embed {"url":"https://www.prameyanews7.com/s
ଭୁବନେଶ୍ୱର ୦୭।୦୩ : ରାଜଧାନୀରେ ବ୍ଲକିଂ ଆଉ ଚେକିଂକୁ କରାଯାଇଛି ଜୋରଦାର । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି ଅଟକାଇ ଚାଳକଙ୍କ ଗାଡି ଯାଞ୍ଚ କରାଯାଇଛି। ଏଥିସହିତ ଗାଡି ଚାଳକ ମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଝାରପଡା ଗୋଲେଇ ଛକ , କଳ୍ପନା ଛକ , ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତା, ପଟିଆ ଛକ ଓ ସୁନ୍ଦରପଦା ଛକରେ ବ୍ଲକିଂ ଚେକିଂକୁ ଜୋରଦାର କରାଯାଇଛି । ସେହିଭଳି କ୍ୟାପିଟାଲ , ଲିଙ୍ଗରାଜ, ଖଣ୍ଡଗିରି ,ଏୟାରଫିଲଡ ଥାନା ଅଧୀନରେ ଥିବା ବିଭିନ୍ନ ଛକରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି ।
{"id":917996,"sizeSlug":"full","linkDestination":"none"}

ରାଜଧାନୀର ମୋଟ ୫୪ଟି ଛକରେ ପୋଲିସ ମୁତୟନ କରାଯାଇ ବୁକିଂ ଓ ଚେକିଂ କରାଯାଇଛି । ଏହି ବୁକିଂ-ଚେକିଂ ସମୟରେ ବିଭିନ୍ନ ଥାନାର ୫୪ ଅଫିସର ପ୍ରତି ଜୋନ ଏସିପି ଓ ଥାନା ଅଧିକାରୀଙ୍କ ସମେତ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ରାଜଧାନୀରେ ଲୋକମାନଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।
wp:embed {"url":"https://www.prameyanews7.com/sanjay-dutt-approached-for-pushpa-2/","type":"wp-embed","providerNameSlug":"prameya-news-7"}