ରାଜଧାନୀରେ ଭୟାଭୟ ଅଗ୍ନିକାଣ୍ଡ,ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପାର୍ଲର ସାମଗ୍ରୀ...

ଭୁବନେଶ୍ୱରର ସୌଭାଗ୍ୟ ନଗର ଅଞ୍ଚଳରେ ଥିବା Green Trends ପାର୍ଲରରେ ଅଗ୍ନୀ କାଣ୍ଡ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା। ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛ