ରାଜଧାନୀରେ ଲୁଟେରା ଆତଙ୍କ, ଝରକା ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ରାଜକୋଟ,୧୮।୨ : ରାଜଧାନୀ ଭୁବନେଶ୍ୱରରରେ ଲୁଟେରା ଆତଙ୍କରାଜ ଦେଖିବାକୁ ମିଳିଛି। କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟିନେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛି। ଗଲା କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରାରେ ଚୋରି ଡକାୟତି […] The post ରାଜଧାନୀରେ ଲୁଟେରା ଆତଙ୍କ, ଝରକା ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.
ରାଜକୋଟ,୧୮।୨ : ରାଜଧାନୀ ଭୁବନେଶ୍ୱରରରେ ଲୁଟେରା ଆତଙ୍କରାଜ ଦେଖିବାକୁ ମିଳିଛି। କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟିନେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛି। ଗଲା କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରାରେ ଚୋରି ଡକାୟତି ହେଉଛି।
The post ରାଜଧାନୀରେ ଲୁଟେରା ଆତଙ୍କ, ଝରକା ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.