ରାଜଧାନୀରେ ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା। ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବି ଟକିଜ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୁଲିସ ସନ୍ଦେହ କରି ଚଢାଉ କରିଥିଲା। ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୁଲିସ। […]

ରାଜଧାନୀରେ ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !
sex-racket

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା। ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବି ଟକିଜ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୁଲିସ ସନ୍ଦେହ କରି ଚଢାଉ କରିଥିଲା। ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୁଲିସ। ସ୍ପାରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ।