ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କର୍ନାଟକ ଡେପୁଟି ସିଏମ ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ଡି.କେ.ଏସ ହେଗଡେ ମଧ୍ୟ ଭୋଟି ଦେଇଛନ୍ତି। ତେବେ ଭୋଟ ଦେବା ପରେ ସେ ରାଜନୀତିକୁ ଆସିବେ ନା ନାହିଁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ରାଜନୀତିରେ ପ୍ରବେଶ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଲୋକମାନଙ୍କୁ […] The post ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ… appeared first on Dharitri Odia News.

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କର୍ନାଟକ ଡେପୁଟି ସିଏମ ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ଡି.କେ.ଏସ ହେଗଡେ ମଧ୍ୟ ଭୋଟି ଦେଇଛନ୍ତି। ତେବେ ଭୋଟ ଦେବା ପରେ ସେ ରାଜନୀତିକୁ ଆସିବେ ନା ନାହିଁ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ରାଜନୀତିରେ ପ୍ରବେଶ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଲୋକମାନଙ୍କୁ ଶିକ୍ଷିତ କରିବାକୁ କାମ କରେ ଏବଂ ସେଥିରେ ମୁଁ ବହୁତ ଖଉସି ଅଛି। ମୁଁ ଏବେ ଯେଉଁ କ୍ଷେତ୍ରରେ କାମ କରୁଛି ତାହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜନୀତିରେ ଆସିବାକୁ ଇଚ୍ଛୁକ ନୁହେଁ।

କହିରଖୁଛୁ କି, ଐଶ୍ୱର୍ଯ୍ୟା ତାଙ୍କ ମାମୁଁ ତଥା କଂଗ୍ରେସ ଏମପି ଡି.କେ ସୁରେଶଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି।

The post ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ… appeared first on Dharitri Odia News.