ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ:ଏକ୍ସରେ ସୂଚନା
ନୂଆଦିଲ୍ଲୀ:ନିଜ ଡାକ୍ତରୀ ପେଷାକୁ ମୁହଁ ଫେରାଇବାକୁ ଯାଇ ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ।୩୦ ବର୍ଷର ରାଜନୀତି କ୍ୟାରିଅରକୁ ଏଇଠି ସମାପ୍ତ କରି ସେ ପୁଣି ନିଜ ଡାକ୍ତରୀ ପେଷାକୁ ଫେରିବା ନେଇ ମନ ସ୍ଥିର କରିଛନ୍ତି। ଏଭଳି ଭାବେ ହର୍ଷବର୍ଦ୍ଧନ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ହଟ ଚମଟ୍ ସୃଷ୍ଟି କରିଛନ୍ତି। କରୋନା କାଳରେ ସେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଓ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇଥିଲା। The post ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ:ଏକ୍ସରେ ସୂଚନା appeared first on Odisha.News.

ନୂଆଦିଲ୍ଲୀ:ନିଜ ଡାକ୍ତରୀ ପେଷାକୁ ମୁହଁ ଫେରାଇବାକୁ ଯାଇ ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ।୩୦ ବର୍ଷର ରାଜନୀତି କ୍ୟାରିଅରକୁ ଏଇଠି ସମାପ୍ତ କରି ସେ ପୁଣି ନିଜ ଡାକ୍ତରୀ ପେଷାକୁ ଫେରିବା ନେଇ ମନ ସ୍ଥିର କରିଛନ୍ତି। ଏଭଳି ଭାବେ ହର୍ଷବର୍ଦ୍ଧନ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ହଟ ଚମଟ୍ ସୃଷ୍ଟି କରିଛନ୍ତି। କରୋନା କାଳରେ ସେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଓ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇଥିଲା।
The post ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ:ଏକ୍ସରେ ସୂଚନା appeared first on Odisha.News.