ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଅତିରିକ୍ତ ତହସିଲଦାର ନିଲମ୍ବିତ
ଭୁବନେଶ୍ୱର,୪।୫: ରାଜସ୍ବ ବିଭାଗ ରବିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱରର ୨ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଛି। ସେମାନେ ହେଲେ ଅତିରିକ୍ତ ତହସିଲଦାର ଗିତୁ ବେହେରା, ନାରାୟଣ ସେଠୀ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଲାଗି ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। The post ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଅତିରିକ୍ତ ତହସିଲଦାର ନିଲମ୍ବିତ appeared first on Dharitri Odia News.
ଭୁବନେଶ୍ୱର,୪।୫: ରାଜସ୍ବ ବିଭାଗ ରବିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱରର ୨ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଛି। ସେମାନେ ହେଲେ ଅତିରିକ୍ତ ତହସିଲଦାର ଗିତୁ ବେହେରା, ନାରାୟଣ ସେଠୀ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଲାଗି ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।
The post ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଅତିରିକ୍ତ ତହସିଲଦାର ନିଲମ୍ବିତ appeared first on Dharitri Odia News.