ରାଜସ୍ବ ସହକାରୀ ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ମାମଲା

କଟକ : ରାଜସ୍ବ ସହକାରୀ ଗିରଫ। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ବନମାଳୀ କରଙ୍କୁ ଗିରଫ କଲା ଭିଜିଲାନ୍ସ। ରାୟଗଡ଼ା ବିଷମକଟକ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ରାଜସ୍ବ ସହକାରୀ ବନମାଳୀ। ରେଜିଷ୍ଟ୍ରେସନ ଫି, ୟୁଜର ଫି ଅର୍ଥ ଘୋଟଲା କରୁଥିବା ଅଭିଯୋଗ ହୋଇଥିଲା। ସରକାରୀ ଟଙ୍କା ହେରଫେର କରି ଦୁଇବର୍ଷ ଧରି ଫେରାର ଥିଲେ ବନମାଳୀ। ବନମାଳୀଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। The post ରାଜସ୍ବ ସହକାରୀ ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ମାମଲା appeared first on KNews Odisha.

ରାଜସ୍ବ ସହକାରୀ ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ମାମଲା
vigilance

କଟକ : ରାଜସ୍ବ ସହକାରୀ ଗିରଫ। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ବନମାଳୀ କରଙ୍କୁ ଗିରଫ କଲା ଭିଜିଲାନ୍ସ। ରାୟଗଡ଼ା ବିଷମକଟକ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ରାଜସ୍ବ ସହକାରୀ ବନମାଳୀ। ରେଜିଷ୍ଟ୍ରେସନ ଫି, ୟୁଜର ଫି ଅର୍ଥ ଘୋଟଲା କରୁଥିବା ଅଭିଯୋଗ ହୋଇଥିଲା। ସରକାରୀ ଟଙ୍କା ହେରଫେର କରି ଦୁଇବର୍ଷ ଧରି ଫେରାର ଥିଲେ ବନମାଳୀ। ବନମାଳୀଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

The post ରାଜସ୍ବ ସହକାରୀ ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ମାମଲା appeared first on KNews Odisha.