ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ୍‌ ଦମ୍ପତି

ରାଜେନ୍ଦ୍ରଙ୍କୁ ପାଇଥିବାରୁ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ସ୍ୱିଡେନ୍‌ ଦମ୍ପତି କ୍ଲିଫର୍ଡ ଲୁକ୍‌ ଥୋମାସ ଓ ଚେରିଲ୍‌ କେ ଥୋମାସ୍‌।

ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ୍‌ ଦମ୍ପତି

କୋରାପୁଟ୍‌ର ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ୍‌ ଦମ୍ପତି। ସରକାରୀ ନୀତି ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ଶନିବାର ଦିନ ସ୍ୱଦେଶ ଫେରି ଯାଇଛନ୍ତି। ରାଜେନ୍ଦ୍ରଙ୍କୁ ପାଇଥିବାରୁ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ସ୍ୱିଡେନ୍‌ ଦମ୍ପତି କ୍ଲିଫର୍ଡ ଲୁକ୍‌ ଥୋମାସ ଓ ଚେରିଲ୍‌ କେ ଥୋମାସ୍‌। କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ା ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନର ଗେହ୍ଲା ପୁଅ ହେଉଛନ୍ତି ରାଜେନ୍ଦ୍ର। ସେ ସମସ୍ତଙ୍କର ଅତି ପ୍ରିୟ। ଦେଖନ୍ତୁ ପୂରା ରିପୋର୍ଟ।