ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଉଧାର ମାତୃତ୍ୱ ଓ ପିତୃତ୍ୱ ପାଇଁ ମିଳିବ ଛୁଟି

ଭୁବନେଶ୍ୱର: ଉଧାର ମାତୃତ୍ୱ ଓ ପିତୃତ୍ୱ ପାଇଁ ମିଳିବ ଛୁଟି। ସରୋଗେସି ମାତୃତ୍ୱକୁ ନେଇ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀ ଏହି ସୁବିଧାର ଲାଭ ଉଠାଇପାରିବେ। ଏଥିପାଇଁ ସେମାନଙ୍କୁ ୧୮୦ ଦିନର ଛୁଟି ମିଳିବ। କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। 