ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ପ୍ରମିଳା, ଲେଖାଶ୍ରୀ
ଭୁବନେଶ୍ୱର,୩।୭: ଦରଦାମ ବୃଦ୍ଧି ନେଇ ବୁଧବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ପ୍ରମିଳା କହଛନ୍ତି, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରାଯାଉଛି । ସାଧାରଣ ଲୋକ ଶସ୍ତାରେ ପାଇ ଭଲ ଖାଇବାକୁ ଚେଷ୍ଟା କରୁଥିବା ବେଳେ ଦରଦାମ୍ ବଢ଼ିବାରେ ଲାଗିଛି। ତେଣୁ ଦରଦାମ୍ ବୃଦ୍ଧିରେ ନିୟନ୍ତ୍ରଣ କରି […] The post ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ପ୍ରମିଳା, ଲେଖାଶ୍ରୀ appeared first on Dharitri Odia News.
ଭୁବନେଶ୍ୱର,୩।୭: ଦରଦାମ ବୃଦ୍ଧି ନେଇ ବୁଧବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ପ୍ରମିଳା କହଛନ୍ତି, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରାଯାଉଛି । ସାଧାରଣ ଲୋକ ଶସ୍ତାରେ ପାଇ ଭଲ ଖାଇବାକୁ ଚେଷ୍ଟା କରୁଥିବା ବେଳେ ଦରଦାମ୍ ବଢ଼ିବାରେ ଲାଗିଛି। ତେଣୁ ଦରଦାମ୍ ବୃଦ୍ଧିରେ ନିୟନ୍ତ୍ରଣ କରି ରାଜ୍ୟ ସରକାର ଲୋକଙ୍କୁ ନ୍ୟାୟ ଦିଅନ୍ତୁ ସେ କହିଛନ୍ତି।
ଅନ୍ୟପକ୍ଷେ ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ମନ୍ତ୍ରୀ କହୁଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏ ନେଇ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପ୍ରମିଳା କହିଛନ୍ତି ।
The post ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ପ୍ରମିଳା, ଲେଖାଶ୍ରୀ appeared first on Dharitri Odia News.