ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୪୦ ଡିଗ୍ରୀ ଛୁଇଁଲା ୫ ସହରର ତାପମାତ୍ରା

ଭୁବନେଶ୍ବର ୨୯।୩: ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା । ୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭବାନୀପାଟଣା ଓ ନୟାଗଡ଼ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ରହିଛି ।ତାଳଚେରରେ ୩୯.୮, ଫୁଲବାଣୀରେ ୩୯.୨ ଡିଗ୍ରୀ, ଅନୁଗୁଳ ଓ ଝାରସୁଗୁଡ଼ାରେ ୩୯.୧, ନବରଙ୍ଗପୁରରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୭.୪, କଟକରେ ତାପମାତ୍ରା ୩୭.୫ ଡିଗ୍ରୀ ରହିଛି ।You Can Read :ମଟନ କିଣିବା ବାହାନାରେ ଲୁଟ୍, ଦୋକାନୀଙ୍କୁ ନିଶା ସ୍ପ୍ରେ କରି ଟଙ୍କା ନେଅଗଲେ ୨ ଦୁର୍ବୃତ୍ତ

ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୪୦ ଡିଗ୍ରୀ ଛୁଇଁଲା ୫ ସହରର ତାପମାତ୍ରା

ଭୁବନେଶ୍ବର ୨୯।୩: ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା । ୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭବାନୀପାଟଣା ଓ ନୟାଗଡ଼ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ରହିଛି ।

ତାଳଚେରରେ ୩୯.୮, ଫୁଲବାଣୀରେ ୩୯.୨ ଡିଗ୍ରୀ, ଅନୁଗୁଳ ଓ ଝାରସୁଗୁଡ଼ାରେ ୩୯.୧, ନବରଙ୍ଗପୁରରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୭.୪, କଟକରେ ତାପମାତ୍ରା ୩୭.୫ ଡିଗ୍ରୀ ରହିଛି ।

You Can Read :

ମଟନ କିଣିବା ବାହାନାରେ ଲୁଟ୍, ଦୋକାନୀଙ୍କୁ ନିଶା ସ୍ପ୍ରେ କରି ଟଙ୍କା ନେଅଗଲେ ୨ ଦୁର୍ବୃତ୍ତ