ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଅବସର ପରେ ବି ପଢାଇ ପାରିବେ ଅଧ୍ୟାପକ

ଭୁବନେଶ୍ବର ୧୯।୯: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ଆରମ୍ଭ ହେବ । ଆସନ୍ତା ୫ ବର୍ଷ ଭିତରେ ସାରା ରାଜ୍ୟରେ ଲାଗୁ ହେବ । ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି ।ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ଅବସର ପରେ ବି ମେଡ଼ିକାଲ କଲେଜରେ ଅଧ୍ୟାପକ ପାଠ ପଢାଇ ପାରିବେ । ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ପାଠ ପଢାଇବେ । You Can Read:ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ ଲାଇନ, ମନ୍ତ୍ରୀ କହିଲେ- ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ

ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଅବସର ପରେ ବି ପଢାଇ ପାରିବେ ଅଧ୍ୟାପକ

ଭୁବନେଶ୍ବର ୧୯।୯: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ଆରମ୍ଭ ହେବ । ଆସନ୍ତା ୫ ବର୍ଷ ଭିତରେ ସାରା ରାଜ୍ୟରେ ଲାଗୁ ହେବ । ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି ।

ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ଅବସର ପରେ ବି ମେଡ଼ିକାଲ କଲେଜରେ ଅଧ୍ୟାପକ ପାଠ ପଢାଇ ପାରିବେ । ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ପାଠ ପଢାଇବେ । 

You Can Read:

ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ ଲାଇନ, ମନ୍ତ୍ରୀ କହିଲେ- ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ