ରାଜ୍ୟର ୪ ସହରରେ ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା, ୪୩.୫ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର ୬।୪: ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ରାଜ୍ୟର ୪ ସହରରେ ୪୩ ଡିଗ୍ରୀ ସେଲସିୟସ୍ ଛୁଇଁଲା ତାତି। ଅନୁଗୋଳରେ ସର୍ବାଧିକ ୪୩.୫ ଡିଗ୍ରୀ, ମାଲକାନଗିରିରେ ୪୩.୨ ଡିଗ୍ରୀ, ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩.୬ ଡିଗ୍ରୀ କମିଲା ତାତି। କଟକରେ ତାତିର ସମାନ ସ୍ଥିତି । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ଏବଂ କଟକରେ ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।You Can Read :ସିଏମ୍‌ସି କାଉନସିଲକୁ ପୁରିଛି ୨ ବର୍ଷ, ଉନ୍ନୟନ ମୂଳକ କାର୍ଯ୍ୟର ରିପୋର୍ଟ ରଖିଲେ କଟକ ମେୟର

ରାଜ୍ୟର ୪ ସହରରେ ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା, ୪୩.୫ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର ୬।୪: ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ରାଜ୍ୟର ୪ ସହରରେ ୪୩ ଡିଗ୍ରୀ ସେଲସିୟସ୍ ଛୁଇଁଲା ତାତି

। ଅନୁଗୋଳରେ ସର୍ବାଧିକ ୪୩.୫ ଡିଗ୍ରୀ, ମାଲକାନଗିରିରେ ୪୩.୨ ଡିଗ୍ରୀ, ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩.୬ ଡିଗ୍ରୀ କମିଲା ତାତି

। କଟକରେ ତାତିର ସମାନ ସ୍ଥିତି । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ଏବଂ କଟକରେ ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

You Can Read :

ସିଏମ୍‌ସି କାଉନସିଲକୁ ପୁରିଛି ୨ ବର୍ଷ, ଉନ୍ନୟନ ମୂଳକ କାର୍ଯ୍ୟର ରିପୋର୍ଟ ରଖିଲେ କଟକ ମେୟର