ରାଜ୍ୟରୁ କୁଆଡ଼େ ଗଲେ ୧୯୨ କଲରାପତରିଆ ବାଘ ?

୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....