ରାଜ୍ୟରେ ବିଜେପି ସରକାରଙ୍କୁ ବର୍ଷେ, କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର

ଭୁବନେଶ୍ୱର ୧୨।୦୬ : ମୋହନ ସରକାରଙ୍କୁ ପୂରିଲା ବର୍ଷେ । ୨୦୨୪ ମସିହା ଜୁନ୍‌ ୧୨ ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱଧୀନ ସରକାର ଦେଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି । ରାଜ୍ୟବାସୀ ଯେଉଁ ଭରସା ଦେଇ ଆମକୁ ଭୋଟ୍‌ ଦେଇଥିଲେ, ସେହି ଭରସା ଆମେ ରଖିଛୁ । ଆଗକୁ ବି ଦୃଢ ପ୍ରତିବଦ୍ଧତାର କାର୍ଯ୍ୟ ଜାରି ରଖିବୁ। ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତିକୁ ବାସ୍ତବତାର ସହ ପୂରଣ କରିଛୁ । ଆମ ପ୍ରତିଶୃତି ପାଣିର ଗାର ନୁହେଁ । ତେଣୁ ଆମେ କଥା ଦେଇ କଥା ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 