ରାଜ୍ୟରେ ସୃଷ୍ଟି ହେବ ନୂଆ ଏନ୍ଏସି ଓ ମୁନିସିପାଲିଟି

ସରକାର ଗଢ଼ିବେ ନୂଆ ଏନ୍ଏସି ଓ ମ୍ୟୁନିସିପାଲିଟି। ପ୍ରଥମ ପର୍ଯ୍ୟାୟରେ ୨୦ଟି ନୂଆ ଏନ୍ଏସି ଗଠନ ହେବ। ଏନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ରାଜ୍ୟରେ ସୃଷ୍ଟି ହେବ ନୂଆ ଏନ୍ଏସି ଓ ମୁନିସିପାଲିଟି
Array