ରାଜ୍ୟସଭାରେ ଉଠିଲା ସମ୍ୱିଧାନ ପ୍ରସଙ୍ଗ : ଅର୍ଥମନ୍ତ୍ରୀଙ୍କ ସୂଚନା ଆଗକୁ ବଢୁଛି ସମ୍ୱିଧାନ

କନକବ୍ୟୁରୋ : ଆଜିଠୁ ସଂସଦରେ ଆରମ୍ଭ ହୋଇଛି ସମ୍ବିଧାନ ଉପରେ ମହାବିତର୍କ । ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ପକ୍ଷରୁ ତର୍କ ଆରମ୍ଭ କରିଛନ୍ତି । ଅଭିଭାଷଣରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସୀତାରମଣ । ସେ କହିଛନ୍ତି ଦିନେ ସେଣ୍ଟ୍ରାଲ ହଲରେ କଂଗ୍ରେସ ବାବା ସାହେବ ଆମ୍ବେଦକରଙ୍କ ଫଟୋ କାଢ଼ିଦେଇ ଦଳ ନିଜକୁ ଦଳିତ ବିରୋଧୀ ବୋଲି ଦର୍ଶାଇଥିଲା । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି  