ରାତି ଅଧରେ ଗାଁରେ ପଶି ଜେସିବିକୁ ମାଡି ବସିଲେ ଗାଁ ଲୋକେ..ପୋଲିସ ବାବୁଙ୍କୁ ପିଆଇଲେ ପାଣି
ଏଭଳି ଘଟଣା ଘଟିଛି ଉଦଳା ଥାନା ଜୟପୁର ଗ୍ରାମରେ । ସୋନ ନଦୀର ନୂଆଗାଁ ବାଲି ଘାଟରୁ ମାଫିଆମାନେ ବାଲି ଉତ୍ତୋଳନ କରୁଥିଲେ। ଯାହାକୁ ଗ୍ରାମବାସୀ ବାରଣ କରୁଥିଲେ ସୁଦ୍ଧା ମାଫିଆମାନେ ନଶୁଣିବାରୁ...