ରାତି ପାହିଗଲା, ବାଘ ମିଳିଲାନି
ରାତି ତମାମ ତଲାସି ପରେ ସକାଳେ ନଜର ଆସିଥିଲା ବଣଭୂଆ।
ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଦେଖାଯିବା ଘଟଣାରେ ବନ ବିଭାଗ ରଖିଛି ପ୍ରତିକ୍ରିୟା। ତାହା କଲରାପତରିଆ ବାଘ ନୁହେଁ, ବଣଭୂଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ। ରାତି ତମାମ ତଲାସି ପରେ ସକାଳେ ନଜର ଆସିଥିଲା ବଣଭୂଆ। ବାଘ ସନ୍ଦେହରେ ଟ୍ରାପ୍ କ୍ୟାମେରା ସହ ଯନ୍ତା ଲଗାଇଥିଲା ବନ ବିଭାଗ।